ITBP ବସ ଦୁର୍ଘଟଣାରେ 7 ଯବାନ ଶହୀଦ, ଦେଖନ୍ତୁ ଭିଡିଓ

By

Published : Aug 16, 2022, 4:32 PM IST

Updated : Feb 3, 2023, 8:26 PM IST

thumbnail
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ITBP ଯବାନଙ୍କୁ ନେଇ ଯାଉଥିବା ଏକ ବସ ଖାଇକୁ ଖସି ପଡିବାରୁ 7 ଶହୀଦ ହୋଇଛନ୍ତି । ଅନ୍ୟ କିଛି ଯବାନ ମଧ୍ୟ ଗୁରୁତର । ବସରେ ୩୭ ITBP ଯବାନ ଓ ୨ ଜମ୍ମୁ ପୋଲିସ କର୍ମୀଙ୍କୁ ମିଶାଇ ମୋଟ 39 ଯବାନ ଯାତ୍ରା କରୁଥିବା ସୂଚନା । ଦେଖନ୍ତୁ ଦୁର୍ଘଟଣା ଓ ପରବର୍ତ୍ତୀ ସମୟର ଉଦ୍ଧାର ଭିଡିଓ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.