ବିଶ୍ୱ ବ୍ୟାଡ଼ମିଣ୍ଟନରେ ରେକର୍ଡ ରଚିଲେ କଟକ ଝିଅ - ସ୍ବତପର୍ଣ୍ଣା ପଣ୍ଡା
🎬 Watch Now: Feature Video
କଟକ: ପ୍ରଥମ ଓଡ଼ିଆ ଭାବରେ ବିଶ୍ବ କ୍ରୀଡା ଦରବାରରେ ଆଣିଲେ ଗୌରବ । ବିଶ୍ବ ବ୍ୟାଡମିଣ୍ଟନ ଜୁନିୟର ରାଙ୍କିଙ୍ଗରେ ପ୍ରଥମ ଭାରତୀୟ ମହିଳା ସଟଲର ଭାବରେ ଟପ୍ 10ରେ ସ୍ଥାନ ହାସଲ କରିଛନ୍ତି କଟକ ଝିଅ ସ୍ବତପର୍ଣ୍ଣା ପଣ୍ଡା । ନିଜ କ୍ୟାରିୟରର ଏହି ବଡ଼ ସଫଳତା ହାସଲ ପାଇଁ ସେ ବେଶ ଖୁସି । ବିଶ୍ବ ମିକ୍ସ ଡବଲ ରାଙ୍କରେ 9 ଓ ମହିଳା ଡବଲରେ 22 ରହିଛି । ତେବେ ଏହି ସଫଳତା ପାଇଁ ସେ ତାଙ୍କ ପରିବାରକୁ ସମସ୍ତ ଶ୍ରେୟ ଦେଇଛନ୍ତି । ଏହାସହ ଆଗମୀ ଦିନରେ ମଧ୍ୟ ଏହି ଭଳି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ତାରକା ସ୍ବତପର୍ଣ୍ଣା ।
Last Updated : Feb 3, 2023, 8:38 PM IST