GangaVilas: ଭାରତରେ ଦୁନିଆର ସବୁଠୁ ଲମ୍ବା ନଦୀ ଯାତ୍ରା, ଦେଖନ୍ତୁ ବିଳାସପୂର୍ଣ୍ଣ କ୍ରୁଜର ଝଲକ - ଗଙ୍ଗା ବିଳାସର ଝଲକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17478954-thumbnail-3x2-gangavilas.jpg)
ଲକ୍ଷ୍ନୌ: ପର୍ଯ୍ୟଟନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ରବିୱାସ ଘାଟଠାରୁ ଗଙ୍ଗା ବିଳାସ କ୍ରୁଜରେ ନଦୀ ପର୍ଯ୍ୟଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ବାରଣାସୀ ରବିୱାସ ଘାଟ ହୋଇ ଏହା ଚନ୍ଦୌଲିରେ ପହଞ୍ଚିଥିଲା । ଏହି ବିଳାସପୂର୍ଣ୍ଣ କ୍ରୁଜ ମଧ୍ୟରେ ଯାତ୍ରୀଙ୍କୁ ପଞ୍ଚ ତାରକା ହୋଟେଲର ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କ୍ରୁଜ ମଧ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଜିମ୍ଠୁ ଆରମ୍ଭ କରି ରେସ୍ତୋରାଁ, ବିଳାସପୂର୍ଣ୍ଣ ରୁମ, ମନୋରଞ୍ଜନ ପାଇଁ ନାଚଗୀତ ଆଦିର ବ୍ୟବସ୍ଥା ରହିଛି । ଏହାସହିତ କ୍ରୁଜର ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ତେବେ ଆଜି ଏହି ଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ଦେଖନ୍ତୁ କ୍ରୁଜ ଭିତରର କିଛି ଝଲକ ।
Last Updated : Feb 3, 2023, 8:38 PM IST