thumbnail

By

Published : Aug 15, 2022, 7:28 PM IST

Updated : Feb 3, 2023, 8:26 PM IST

ETV Bharat / Videos

ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ ହେଲା ସ୍ୱାଧୀନତା ଦିବସ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ଦେଶ ପାଳନ କରୁଛି 76 ତମ ସ୍ୱାଧୀନତା ଦିବସ । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ (celebrations across the world) ବେଶ୍ ଉତ୍ସାହର ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି ପ୍ରବାସୀ ଭାରତୀୟ । ଭାରତୀୟ ନୌସେନା ମଝି ସମୁଦ୍ରରେ 76ତମ ସ୍ୱାଧୀନତା ଦିବସ (76th independence day)ପାଳନ କରିଛି । ସେହିପରି ଭାରତ-ଚୀନ ସୀମାରେ ଥିବା ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ସିଆଚୀନ୍‌ର ମଧ୍ୟ ଭାରତୀୟ ସେନା ସ୍ବାଧୀନତା ଦିବସ ପାଳନ କରିଛି । ଦକ୍ଷିଣ ଆମେରିକାର ସାମୁଦ୍ରରେ ନିୟୋଜିତ ଥିବା ଭାରତୀୟ ନୌସେନା ଜାହାଜ INS ତରକଶ (INS Tarkash) ରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.