ଦେବଦୂତ ସାଜିଲେ ଟ୍ରାଫିକ କନେଷ୍ଟବଳ, ଏମିତି ବଞ୍ଚାଇଲେ ଜଣେ ବ୍ୟକ୍ତିଙ୍କ ଜୀବନ - ହାଇଦ୍ରାବାଦ ଟ୍ରାଫିକ କନେଷ୍ଟବଳ

🎬 Watch Now: Feature Video

thumbnail

By

Published : Nov 23, 2022, 3:30 PM IST

Updated : Feb 3, 2023, 8:33 PM IST

ହାଇଦ୍ରାବାଦ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଟ୍ରାଫିକ କନଷ୍ଟେବଳ । ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ କନଷ୍ଟେବଳ । ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଥିବା ବେଳେ ଟ୍ରାଫିକ କନେଷ୍ଟବଳଙ୍କୁ ସାବାସୀ ଦେଉଛନ୍ତି ୟୁଜର୍ସ । ଘଟଣାଟି ଗତ ନଭେମ୍ବର ୨୨ ତାରିଖରେ ଘଟିଥିବା ଜଣାପଡ଼ିଛି । ହାଇଦ୍ରାବାଦ ବଞ୍ଜାରା ହିଲ୍ସରେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଏହାପରେ ହାଇଦ୍ରାବାଦର ଟ୍ରାଫିକ କନେଷ୍ଟବଳ ତୁରନ୍ତ ତାଙ୍କୁ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି । ଦେଖନ୍ତୁ ଭାଇରାଲ ଭିଡ଼ିଓ
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.