Chhath puja: କାଳିନ୍ଦୀକୁଞ୍ଜ ଘାଟରେ ପୂଜାର୍ଚ୍ଚନା କଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଦେଖନ୍ତୁ ଭିଡିଓ - ଉତ୍ତର ଭାରତରେ ଛଟ ପୂଜା
🎬 Watch Now: Feature Video

ନୂଆଦିଲ୍ଲୀ: ଉତ୍ତର ଭାରତର ପ୍ରସିଦ୍ଧ ଛଟ ପୂଜା ଅବସରରେ ନୂଆଦିଲ୍ଲୀ ଉପକଣ୍ଠ କାଳିନ୍ଦୀକୁଞ୍ଜ ଘାଟରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ (Chhath puja celebration in north india) । ଲକ୍ଷାଧିକ ଶ୍ରଦ୍ଧାଳୁ ଘାଟରେ ପୂଜାର୍ଚ୍ଚନା କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST