Hockey World Cup Opening Ceremony: ଉଦଘାଟନୀ ସମାରୋହରେ ଓଡିଆ କହିଲେ ମନୀଷ ପଲ୍

🎬 Watch Now: Feature Video

thumbnail

By

Published : Jan 11, 2023, 9:07 PM IST

Updated : Feb 3, 2023, 8:38 PM IST

କଟକ: ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଝୁମୁଛନ୍ତି ହକିପ୍ରେମୀ । ଏହି ଉଦଘାଟନୀ ସମାରୋହରେ ଓଡିଆରେ ହୋଷ୍ଟିଂ କଲେ ମନୀଷ ପଲ୍ । ହକି ଉଦଘାଟନୀରେ ଓଡିଆ କହିଲେ ମନୀଷ। ଓଡିଶାର ସ୍ବାଗତକୁ ନେଇ ଓଡିଆରେ କଲେ ପ୍ରଶଂସା । ଓଡିଆରେ ଆମେ ଓଡିଆ ଆମ ସ୍ବାଗତ ଭାରି ବଢିଆ ଜୟ ଜଗନ୍ନାଥ ବୋଲି କହିଥିଲେ ମନୀଷ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.