ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ତୁଷାରପାତ

By

Published : Jan 14, 2023, 9:54 PM IST

Updated : Feb 3, 2023, 8:38 PM IST

thumbnail

ହାଇଦ୍ରାବାଦ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାରି ରହିଛି ତୁଷାରପାତ । ହିମାଚଳ ପ୍ରଦେଶର ମଣ୍ଡି ସମେତ ବିଭିନ୍ନ ସ୍ଥାନରେ ତୁଷାରପାତ ଜାରି ରହିଛି । ପାହାଡ ପର୍ବତ, ଘର, ରାସ୍ତାଘାଟ ସବୁ ଉପରେ ବରଫର ଧଳା ଆସ୍ତରଣ ଦେଖିବାକୁ ମିିଳିଛି । ସମଗ୍ର ଅଞ୍ଚଳ ଧଳା ଚାଦାର ଘୋଡେଇ ହୋଇଥିବା ପରି ଦୃଶ୍ୟମାନ ହେଉଛି । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.