ଶାବର ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ

By

Published : Jul 6, 2022, 12:36 PM IST

Updated : Feb 3, 2023, 8:24 PM IST

thumbnail
କୋରାପୁଟ:ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିର ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ନବଦୀନାତ୍ମକ ଯାତ୍ରାରେ ତିନିଠାକୁର ବିଭିନ୍ନ ଅବତାରରେ ଦର୍ଶନ ଦେଇଥାନ୍ତି । ଏଥି ସହ ଶେଷ ହେଇଛି ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି । ଏହି ଅବସରରେ ମା ଲକ୍ଷ୍ମୀଙ୍କ ଦ୍ବାରା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ରଥକାଠ ଭାଙ୍ଗିବା ଭଳି ପରମ୍ପରାକୁ ମଧ୍ୟ ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ତେବେ ଆଜି ଦକ୍ଷିଣ ମୋଡ ନେବ ତିନିରଥ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.