ପୁଣି ବାେଙ୍ଗାଲୁରୁରେ ବର୍ଷା ବିତ୍ପାତ: ନଦୀର ଭ୍ରମ ସୃଷ୍ଟି କରୁଛି ବେଙ୍ଗାଲୁରୁ-ପୁଣେ ଜାତୀୟ ରାଜପଥ

🎬 Watch Now: Feature Video

thumbnail
ବେଙ୍ଗାଲୁରୁ: କିଛି ମାସର ବ୍ୟବଧାନ ପରେ ଲଗାଣ ବର୍ଷାରେ ବେହାଲ ଦେଶର ଇଲେକ୍ଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁ । ଲଗାଣ ବର୍ଷା ଫଳରେ ବେଙ୍ଗାଲୁରୁ ସହର ନିକଟବର୍ତ୍ତୀ ଟୁମୁକୁରରେ ପୁଣି ବନ୍ୟା ସମସ୍ୟା ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ଓ ପୁଣେକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ (Bangalore Puna National Highway become river) ପ୍ରବଳ ବର୍ଷା ଜଳ ଜମି ରହିବା କାରଣରୁ ନଦୀର ଭ୍ରମ ସୃଷ୍ଟି ହୋଇଛି । ତେବେ ଯାତାୟତ ବନ୍ଦ ହୋଇପଡିଥିବା ବେଳେ ପ୍ରଶାସନ ଜଳ ନିଷ୍କାସନ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.