ଜର୍ମାନୀ କନ୍ୟାକୁ ରାଜସ୍ଥାନର ବର, ବୈଦିକ ରୀତିନୀତିରେ ପଡିଲା ହାତଗଣ୍ଠି - ଗାଜିୟାବାଦର ପୁଅ ଶ୍ରେଷ୍ଠ
🎬 Watch Now: Feature Video
ଜୟପୁର: ଜର୍ମାନୀର କନ୍ୟାକୁ ବିବାହ କଲେ ରାଜସ୍ଥାନର ପୁଅ । ଭାରତୀୟ ରୀତିନୀତି ଓ ପରମ୍ପରା ସହ କରିଲେ ବିବାହ । ଗାଜିଆବାଦର ପୁଅ ଶ୍ରେଷ୍ଠ ଓ ଜର୍ମାନୀର କନ୍ୟା ଜେନିଫର ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠଙ୍କ କହିବାନୁସାରେ ସେ ଇଞ୍ଜିନିୟରିଂ ପଢିବା ପାଇଁ ଯାଇଥିଲେ । ପଢା ସରିବା ପରେ ସେ ଏକ କମ୍ପାନୀ ଚାକିରି କରିବା ବେଳେ ଜେନିଫରଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ପରେ ଉଭୟେ ହୃଦୟ ଦେଇ ବସିଥିଲେ । ଶେଷରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
Last Updated : Feb 3, 2023, 8:35 PM IST