Asia Cup 2023 Ind vs Pak: କିଏ ଜିତିବ ଆଜିର ମ୍ୟାଚ, ଶୁଣନ୍ତୁ କଣ କୁହନ୍ତି କ୍ରିକେଟ ସମୀକ୍ଷକ

By ETV Bharat Odisha Team

Published : Sep 2, 2023, 1:15 PM IST

thumbnail

କଟକ: ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଆଉ ମାତ୍ର କିଛି ସମୟର ଅପେକ୍ଷା, ଅନ୍ତ ହେବ ଫ୍ୟାନ୍ସ ପ୍ରତୀକ୍ଷା । କମ୍ପିବ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମ । ମ୍ୟାଚକୁ ନେଇ ବେଶ ଉତ୍ସାହିତ ସାରା ବିଶ୍ବର କ୍ରୀଡାପ୍ରେମୀ । ପାକିସ୍ତାନକୁ ମାତ ଦେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଭାରତୀୟ ଦଳର ବ୍ୟାଟର ବନାମ ପାକିସ୍ତାନର ପେସ ବୋଲରଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ । ଭାରତୀୟ ଦଳରେ ବିରାଟ, ରୋହିତ, ବୁମରା, ସାମ୍ମୀଙ୍କ ଭଳି ଖେଳାଳି ରହିଥିବା ବେଳେ ପାକିସ୍ତାନ ଟିମରେ ବାବର, ରିଜଓ୍ବାନ, ସାହିନ ଆଫ୍ରିଦଙ୍କ ପରି ଖେଳାଳି ରହିଛନ୍ତି । ତେବେ କିପରି ରହିବ ଆଜିର ମ୍ୟାଚ, କିଏ କରିବ ବାଜିମାତ ଏନେଇ କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲଙ୍କ ସହ ଆଲୋଚନା କରଛନ୍ତି ଆମ ପ୍ରତିନିଧି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.