ରାଜଧାନୀରେ ଘନ କୁହୁଡ଼ି ଆସ୍ତରଣ, ଜନସାଧାରଣ ପ୍ରଭାବିତ

By

Published : Dec 13, 2022, 10:40 AM IST

Updated : Feb 3, 2023, 8:35 PM IST

thumbnail
ଭୁବନେଶ୍ବର: କୁହୁଡ଼ି ବଳୟରେ ରାଜଧାନୀ। ଆଜି ଭୁବନେଶ୍ବରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ିର ଘନତା ଏତେ ଅଧିକ ରହିଛି ଯେ, 10 ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଯାହା ଫଳରେ ଲୋକେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଛି । କୁହୁଡ଼ି ଯୋଗୁଁ ଦୁର୍ଘଟଣା ହେବାର ଭୟ ମଧ୍ୟ ରହିଛି । ପ୍ରବଳ କୁହୁଡ଼ି ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୁହୁଡ଼ି ସାଙ୍ଗକୁ କୋହଲା ପୂନ ଯୋଗୁଁ ଥଣ୍ଡା ଅନୁଭୂତ ହୋଇଛି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.