ଇତିହାସ ପାଲଟିଲା ଟ୍ବିନ ଟାୱାର, ଭାଙ୍ଗିଲା ଦେଶର ସବୁଠୁ ଉଚ୍ଚ କୋଠା

By

Published : Aug 28, 2022, 5:35 PM IST

Updated : Feb 3, 2023, 8:27 PM IST

thumbnail
ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ । ମାତ୍ର ୯ ସେକେଣ୍ଡରେ ଇତିହାସ ସୃଷ୍ଟି କଲା ଦେଶର ସବୁଠୁ ଉଚ୍ଚ କୋଠା ଟ୍ବିନ ଟାୱାର । ରବିବାର ୨ଟା ୩୦ରେ ଧୂଳିଶାତ ହେଲା ୩୨ ଓ ୨୯ ମହଲା ବିଶିଷ୍ଟ ଟ୍ବିନ ଟାୱାର । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ଏହି ଅଟ୍ଟାଳିକା ନିର୍ମାଣ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ମାଟିରେ ମିଶାଯାଇଛି । ନୂତନ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ଭାଙ୍ଗିଛନ୍ତି ସରକାର ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.