Digital dialogue: ପଶ୍ଚିମ ଓଡିଶା ସାଂସଦ ସଂସଦରେ ସ୍ଥାନୀୟ ପ୍ରସଙ୍ଗ ଉଠାଇବାରେ ବିଫଳ: କଟକ ମେୟର

By

Published : Nov 19, 2022, 7:19 PM IST

Updated : Feb 3, 2023, 8:33 PM IST

thumbnail

ଭୁବନେଶ୍ବର: ଧାମନଗରରେ ଦିବଂଗତ ବିଷ୍ଣୁ ସେଠୀଙ୍କ ପ୍ରଭାବ ଥିଲା । ତାଙ୍କ ପ୍ରଭାବ ଭାଙ୍ଗିବା ବିଜେଡି ପାଇଁ ସହଜ ନଥିଲା । ରାଜୁ ଦାସ ଦଳ ପାଇଁ କୌଣସି ବିପଦ ନଥିଲେ । କେବଳ ବିଷ୍ଣୁ ଦାସଙ୍କ ଲୋକପ୍ରିୟତା ପାଇଁ ଧାମନଗରରେ ବିଜେଡି ହାରିଲା । ପଦ୍ମପୁର ଉପନିର୍ବାଚନରେ ବିଜେଡି ବିଜୟୀ ହେବ । ପଶ୍ଚିମ ଓଡିଶା ବିଜେପି ସାଂସଦ ମାନେ ସ୍ଥାନୀୟ ଅଞ୍ଚଳର ସମସ୍ୟା କଥା କେବେ ସଂସଦରେ ଉଠାଇ ନାହାଁନ୍ତି । କେନ୍ଦ୍ର ସରକାର କାହିଁକି କେନ୍ଦୁପତ୍ର ଉପରେ 18 ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି? ସମ୍ବଲପୁରୀ ହସ୍ତତନ୍ତ ପାଇଁ ଆବଶ୍ୟକ କଞ୍ଚାମାଲ ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ ସତ୍ବେ କାର୍ଯ୍ୟକାରୀ ହେଉନାହିଁ । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.