thumbnail

By

Published : Oct 29, 2022, 2:06 PM IST

Updated : Feb 3, 2023, 8:30 PM IST

ETV Bharat / Videos

ମଣିଷ ପରି କଥା ମାନିଲା ହାତୀ, ତାଗିଦ୍‌ ଶୁଣି ଜଙ୍ଗଲକୁ ଫେରିଗଲା

ଥିରୁଅନନ୍ତପୁରମ: କାହିଁକି ରାସ୍ତାରେ ଛିଡା ହେଇଛୁ । ଜଙ୍ଗଲକୁ ଫେରିଯା... ଫରେଷ୍ଟର ଏମିତି କିଛି କହି ହାତୀକୁ ଜଙ୍ଗଲକୁ ପଠାଇବାକୁ କଡା ତାଗିଦ୍‌ କରିଛନ୍ତି । ଯାହାର ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏ ଦୃଶ୍ୟ ହେଉଛି କେରଳର ଇଡ୍ଡୁକିର । ଯେଉଁଠି ରାସ୍ତାରେ ହାତୀ ରାସ୍ତାରେ ହଙ୍ଗମା କରୁଥିବା ବେଳେ ଖବର ପାଇ ପହଞ୍ଚି ଯାଇଥିଲେ ଫରେଷ୍ଟର । ମଣିଷ ଭଳି ହାତୀକୁ ଜଙ୍ଗଲକୁ ଫେରି ଯିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ହାତୀ ବି ମଣିଷ କଥା ମାନି ଜଙ୍ଗଲକୁ ଫେରି ଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ନଜର ପକାନ୍ତୁ ଏହି ମଜାଦାର ଦୃଶ୍ୟ ଉପରେ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.