Dog Birthday: ମହାଆଡମ୍ବରରେ ପାଳିଲେ କୁକୁର ଜନ୍ମଦିନ, ଭୋଜି ଖାଇଲେ ୪୦୦ ଲୋକ

By

Published : Dec 1, 2022, 10:11 PM IST

Updated : Feb 3, 2023, 8:34 PM IST

thumbnail
ରାଞ୍ଚି: ଝାଡ଼ଖଣ୍ଡ ଧାନବାଦରେ କୁକୁର ଜନ୍ମଦିନ ଆଡମ୍ବରରେ ପାଳିତ ହୋଇଛି । ଏହି ବର୍ଥ ଡେ' ପାର୍ଟିରେ ପ୍ରାୟ ୪୦୦ ଅତିଥି ଯୋଗଦେଇଥିବା ବେଳେ ଭୋଜିର ଆସର ମଧ୍ୟ ଜମିଛି (Dog birthday celebrated in Dhanbad )। ଏହି ପୋଷା କୁକୁରର ନାମ ହେଉଛି 'ଓସ୍କାର' । ଓସ୍କାରର ମାଲିକାଣୀ ସୁମିତ୍ରା କୁମାରୀ କହିଛନ୍ତି ସେ ଥରେ ଧାନବାଦ ଯାଉଥିବା ସମୟରେ ଏକ ଆଘାତପ୍ରାପ୍ତ ଛୋଟ କୁକୁରକୁ ଦେଖିଥିଲେ । ତାର କଷ୍ଟକୁ ଦେଖି ସେ ସହିନପାରି ତାକୁ ଘରକୁ ଆଣି ଲାଳନ ପାଳନ କରିଥିଲେ । ଆଉ ନାମ ରଖିଥିଲେ ଓସ୍କାର । ସେହି ଦିନଠୁ ଓସ୍କାର ତାଙ୍କ ଘରର ଏକ ସଦସ୍ୟ । ଘରର ସଦସ୍ୟ ପରି ସେ ଓସ୍କାରର ଜନ୍ମଦିନକୁ ମଧ୍ୟ ଆଡ଼ମ୍ବରର ସହିତ ପାଳନ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.