କ୍ଷୀରରେ ପ୍ରସ୍ତୁତ ହୋଇଥାଏ ସ୍ବାଦିଷ୍ଟ ଆଇସକ୍ରିମ

🎬 Watch Now: Feature Video

thumbnail

By

Published : Nov 20, 2022, 5:39 PM IST

Updated : Feb 3, 2023, 8:33 PM IST

ଖାଦ୍ୟ ଖାଇ ସାରିବା ପରେ ଆଇସକ୍ରିମ ଖାଇବା ଆମ ସମସ୍ତଙ୍କର ପସନ୍ଦ ରହିଥାଏ । ଭୋଜି ଭାତ ହେଉ ଅବା ବୁଲାବୁଲି ସବୁ ସମୟରେ ସମସ୍ତଙ୍କ ପସନ୍ଦ ଥାଏ ଆଇସକ୍ରିମ । ତେବେ ଲୋକଙ୍କ ଚାହିଦାକୁ ଦେଖି ବିଭିନ୍ନ ପ୍ରକାର ଆଇସକ୍ରିମ କମ୍ପାନୀମାନେ ବଜାରକୁ ଆସିଲେଣି । ତେବେ କେଉଁ ଆଇସକ୍ରିମ ଖାଇବା ଯୋଗ୍ୟ ଏବଂ କେଉଁଟା ନୁହେଁ ତାହା ଆମେ ବ୍ରାଣ୍ଡକୁ ଦେଖି କହିଥାଉ । କ୍ଷୀରରେ ପ୍ରସ୍ତୁତ ହୋଇଥାଏ ଆଇସକ୍ରିମ ସମସ୍ତଙ୍କର ପସନ୍ଦ ହୋଇଥାଏ ଏହାସହ ଖାଇବାକୁ ମଧ୍ୟ ଟେଷ୍ଟ ଲାଗିଥାଏ ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.