thumbnail

Dhamnagar bypoll: ପିଙ୍କ୍‌ ବୁଥରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

By

Published : Nov 3, 2022, 2:34 PM IST

Updated : Feb 3, 2023, 8:31 PM IST

ଧାମନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ ପ୍ରକ୍ରିୟା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମତଦାନ ଚାଲିବ । ୨୫୨ଟି ବୁଥରେ ଭୋଟଗ୍ରହଣ ହେଉଛି । ତେବେ ୧୧୦ ଏବଂ ୧୧୧ ନମ୍ବର ବୁଥକୁ ପିଙ୍କ ବୁଥ କରାଯାଇଛି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ପିଙ୍କ ବୁଥରୁ ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.