ହିମାଚଳ ପ୍ରଦେଶରେ ଆଗରେ କଂଗ୍ରେସ, ଦିଲ୍ଲୀରେ ବାଣ ଫୁଟାଇ ଉତ୍ସବ ମନାଇଲେ କର୍ମୀ

By

Published : Dec 8, 2022, 2:41 PM IST

Updated : Feb 3, 2023, 8:35 PM IST

thumbnail
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆଗେଇ ଚାଲିଛି କଂଗ୍ରେସ । ୩୪ସିଟରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ବର୍ତ୍ତମାନ ୬ଟି ସିଟରେ ଲିଡ କରୁଛି । ଏନେଇ ଦିଲ୍ଲୀ କଂଗ୍ରେସ ଅଫିସରେ ବାଣ ଫୁଟାଇ ଉତ୍ସବ ମନାଇଲେ କଂଗ୍ରେସ କର୍ମୀ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.