ହରିଦାସପୁର ପାରାଦ୍ବୀପ ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ ଦାବି, ରେଳମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ଚିଠି

By

Published : Nov 28, 2022, 4:47 PM IST

Updated : Feb 3, 2023, 8:33 PM IST

thumbnail
ଭୁବନେଶ୍ବର: ରେଳମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ଚିଠି । ନୂଆ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଗଣେଶ୍ବର ବେହେରା । ଚିଠିରେ ହରିଦାସପୁର-ପାରାଦ୍ବୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା । ଗତକାଲି(ରବିବାର) ପଦ୍ମପୁର ନିର୍ବଚାନୀ ପ୍ରଚାରରେ ଯୋଗ ଦେଇ କଂଗ୍ରେସ୍‌କୁ ଟାର୍ଗେଟ୍‌ କରିଥିଲେ ରେଳମନ୍ତ୍ରୀ । କଂଗ୍ରେସ ୬୦ ବର୍ଷ ଶାସନରେ ରହି ଓଡ଼ିଶା ପାଇଁ ଯାହା କରିନାହିଁ, ବିଜେପି ୮ ବର୍ଷ ମଧ୍ୟରେ ତାହା କରିଛି ବୋଲି କହିଥିଲେ ଅଶ୍ବିନୀ ବୈଷ୍ଣବ । ଏହାପରେ ଆଜି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.