ବିଶ୍ବବିଦ୍ୟାଳୟର ୬୦ ଛାତ୍ରୀଙ୍କ MMS ଭାଇରାଲ ଘଟଣା, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - ଚଣ୍ଡିଗଡ ବିଶ୍ବବିଦ୍ୟାଳୟ
🎬 Watch Now: Feature Video
ଚଣ୍ଡିଗଡ ବିଶ୍ବବିଦ୍ୟାଳୟ(Chandigarh University)ରେ ୬୦ ଜଣ ଛାତ୍ରୀଙ୍କ MMS ଭାଇରାଲ ଘଟଣା। ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କମାନଙ୍କ ଗାଧୋଇବା ସମୟର ଭିଡିଓ ଉତ୍ତୋଳନ କରିଥିବା ସଂପୃକ୍ତ ଛାତ୍ରୀଙ୍କ ସହିତ ଜଣେ ଯୁବକ ଗିରଫ । ଏଥିସହ ଆପତ୍ତିଜନକ ଭିଡିଓ ଅନ୍ୟମାନଙ୍କୁ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣାର ଭିଡିଓ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡିଛି । ଏନେଇ ଘଟଣା ପରେ ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ରାତିରେ ହଙ୍ଗାମା କରିଛନ୍ତି । ଏହାଛଡା ଘଟଣା ସ୍ଥଳରେ ପୋଲିସ ଅଭିଯୁକ୍ତ ସଂପୃକ୍ତ ଛାତ୍ରୀ ଓ ଯୁବକଙ୍କୁ ଗିରଫ କରିବା ସହିତ ଘଟଣା ପରେ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
Last Updated : Feb 3, 2023, 8:28 PM IST