ନଦୀଗୋରଡା କେନାଲ ବନ୍ଧରେ ୨୦ ଫୁଟର ଘାଇ, ସତ୍ୟବାଦୀ ବ୍ଲକର ୨ ପଞ୍ଚାୟତ ଜଳବନ୍ଦୀ

By

Published : Aug 22, 2022, 4:44 PM IST

Updated : Feb 3, 2023, 8:27 PM IST

thumbnail
ପୁରୀ: ଧନୁଆ ନଦୀର ବନ୍ୟାରେ ନନ୍ଦୀଗୋରଡ଼ା କେନାଲ ବନ୍ଧରେ ୨୦ ଫୁଟର ଘାଇ । ସତ୍ୟବାଦୀ ବ୍ଲକର ୨ ପଞ୍ଚାୟତ ଜଳବନ୍ଦୀ ଘେରରେ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲା ପ୍ରଶାସନ । ପୁରୀର ଧନୁଆ ନଦୀର ବନ୍ୟାରେ ସୁବର୍ଣ୍ଣପୁର ଗବକୁଣ୍ଡ ରାସ୍ତାର ନନ୍ଦୀଗୋରଡ଼ା କେନାଲ ବନ୍ଧରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ । ଏହି ଘାଇ ଦ୍ଵାରା ପ୍ରଭାବିତ ହୋଇଛି ସତ୍ୟବାଦୀ ବ୍ଲକ୍‌ର କେତକୀପାଟଣl, ବଳରାମପୁରଗଡ଼ ପଞ୍ଚାୟତର ୯ଟି ଗ୍ରାମ । କେତକୀପାଟଣା ପଞ୍ଚାୟତର ନନ୍ଦୀ ଗୋରଡ଼ା, ନାହକସାହି, ଦେଉଳପାରୀ, ବିଶ୍ଵନାଥଦେଉଳି, ବାଲିଉପର, ନୂଆ ବୁଢ଼ାକେରା ଏବଂ ପୁରୁଣା ବୁଢ଼ାଜେରା ଏବଂ ଗୋପ ବ୍ଲକ୍ ନୂଆଖୋଲମରା, କାଳିଆ ପୋଖରୀ, ଆଦି ଗ୍ରାମ ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.