ଆନ୍ଧ୍ରରେ ବିଜେପି ସାଂସଦଙ୍କୁ ଲାତ ମାରିଲା ଗାଈ, ଦେଖନ୍ତୁ ଭିଡିଓ - ବିଜେପି ସାଂସଦ ଜିଭିଏଲ ନରସିହ୍ମା ରାଓଙ୍କୁ ଗାଈ ଲାତ

🎬 Watch Now: Feature Video

thumbnail

By

Published : Dec 10, 2022, 9:09 PM IST

Updated : Feb 3, 2023, 8:35 PM IST

ହାଇଦ୍ରାବାଦ: ଗାଈ ଠାରୁ ଲାତ ଖାଇଲେ ବିଜେପି ସାଂସଦ । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରୁରେ ସାଂସଦ ଜି.ଭି.ଏଲ ନରସିିହ୍ମା ରାଓଙ୍କୁ ଲାତ ମାରିଲା ଗାଈ (BJP MP GVL Narasimha Rao kicked by cow)। ସାଂସଦ ଏକ ଗାଈକୁ ପ୍ରଣାମ କରିବା ପାଇଁ ତା ନିକଟକୁ ଯାଉଥିବା ବେଳେ ଗାଈଟି ତାଙ୍କୁ ଲାତ ମାରିଥିଲା । ତେବେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନିକଟରେ ଥିବା ସାଂସଦଙ୍କ ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇଥିଲେ । ପରେ ପୁଣି ସାଂସଦ ଗାଈର ନିକଟବର୍ତ୍ତୀ ହେବାକୁ ପ୍ରୟାସ କରୁଥିବା ବେଳେ ଗାଈଟି ପୁର୍ନବାର ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲା । ଫଳରେ ସାଂସଦ କିଛି ଦୂରରୁ ଗାଈକୁ ପ୍ରଣାମ କରି ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡଓ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.