RajyaSabha: ଉଡାନ 4.0ରେ ଓଡିଶାର କେତୋଟି ବିମାନ ମାର୍ଗ ସାମିଲ ହୋଇଛି: ବିଜେଡି ସାଂସଦ
🎬 Watch Now: Feature Video
ନୂଆଦିଲ୍ଲୀ: କେନ୍ଦ୍ର ସରକାର (Regional Connectivity Scheme) ଉଡାନ 4.0 ଅନ୍ତର୍ଗତ 2020ରେ 78 ଟି ନୂଆ ବିମାନ ଚଳାଚଳ ମାର୍ଗକୁ ଅନୁମୋଦନ ଦେଇଥିଲେ । ଏଥିରେ ଓଡିଶାର କେଉଁ ମାର୍ଗ ସ୍ଥାନ ପାଇଛି କି ? ଯଦି ପାଇ ନାହିଁ କାରଣ କଣ ? ରାଜ୍ୟସଭାରେ ଏହି ପ୍ରଶ୍ନ ପଚାରି ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଛନ୍ତି ବିଜେଡି ସାଂସଦ ମମତା ମହନ୍ତ ।
Last Updated : Feb 3, 2023, 8:36 PM IST