Padmapur By Poll: ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦେଲା ବିଜେଡି, କହିଲେ ବିଜୟ ସୁନିଶ୍ଚିତ

By

Published : Nov 8, 2022, 11:00 PM IST

Updated : Feb 3, 2023, 8:31 PM IST

thumbnail

ବରଗଡ଼: ଡିସେମ୍ବର ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ନିର୍ବାଚନୀ ମୈଦାନକୁ ଓହଲ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି ସମସ୍ତ ଦଳ । ବିଜେପି ଧାମନଗର ବିଜୟ ପରେ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜୟୀ ହେବା ନେଇ ଆଶାବାଦୀ ରହିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଛି ବିଜେଡି । ଏନେଇ ସୁଶାନ୍ତ ସିଂ ନିଜର ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଧାମନଗରରେ ବିଜେପିକୁ ଅନୁକମ୍ପା ଭୋଟ ମିଲଥିଲା, ମାତ୍ର ପଦ୍ମପୁରରେ ଲୋକଙ୍କ ଅନୁକମ୍ପା ବିଜେଡି ସହିତ ରହିଥିବା ସେ କହିଛନ୍ତି ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.