ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଉଦ୍ଧାର ପରେ ଜଙ୍ଗଲରେ ଛାଡିଲା ବନବିଭାଗ

By

Published : Jul 1, 2022, 8:23 PM IST

Updated : Feb 3, 2023, 8:24 PM IST

thumbnail
କେନ୍ଦୁଝର: ଆଜି ସକାଳୁ କେନ୍ଦୁଝର ସଦର ବନଖଣ୍ଡ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମରେ ଏକ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଆମ୍ବୁଆପଶି ସାହିଠାରେ ଏକ ପରିତ୍ୟକ୍ତ କୂଅରେ ବଡ଼ ଭାଲୁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ତେବେ ଭାଲୁଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.