thumbnail

By

Published : Dec 7, 2022, 11:10 PM IST

Updated : Feb 3, 2023, 8:35 PM IST

ETV Bharat / Videos

ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ ଖସିପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ ଖସିପଡିଲେ ଯୁବତୀ (A young woman stuck between train)। ବିଶାଖାପାଟନମର ଦୁବଭଡା ରେଳ ଷ୍ଟେସନରେ (Visakha Duvwada railway station) ଏପରି ଏକ ଅଘଟଣ ଘଟିଛି । ଯୁବତୀଜଣଙ୍କ ପ୍ରାୟ ଦେଢ ଘଣ୍ଟା ଧରି ଫସି ରହିବା ସହ ଯନ୍ତ୍ରଣାରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା । ରେଳବାଇ କର୍ମଚାରୀ, ପୋଲିସ ଓ ଉଦ୍ଧାରକାରୀ ଟିମ ପ୍ରାୟ ଦେଢ ଘଣ୍ଟା ଧରି ପ୍ରୟାସ କରିବା ପରେ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଯୁବତୀଜଣଙ୍କ ସ୍ଥାନୀୟ ଦୁବଭଡା କଲେଜର ପ୍ରଥମ ବର୍ଷର ଏମସିଏ ଛାତ୍ରୀ ବୋଲି ଜଣାପଡିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.