thumbnail

By

Published : Nov 30, 2022, 3:43 PM IST

Updated : Feb 3, 2023, 8:34 PM IST

ETV Bharat / Videos

Watch Video: ୧୦୦ ମିଟର ଦୌଡ଼଼ ପ୍ରତିଯୋଗିତାରେ ୮୦ ବର୍ଷର ବୃଦ୍ଧା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟରେ ଦୌଡ଼ୁଥିବା ଜଣେ ବୃଦ୍ଧାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ୮୦ ବର୍ଷ ବୟସର ଏହି ବୃଦ୍ଧା ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧା ଜଣକ ମାତ୍ର ୪୯ ସେକେଣ୍ଡରେ ଏହି ୧୦୦ ମିଟର ଅତିକ୍ରମ କରିଥିଲେ । ଏଥିରେ ସମସ୍ତେ ବୃଦ୍ଧାଙ୍କୁ କରତାଳି ଦେଇ ଉତ୍ସାହିତ କରୁଥିଲେ । ତେବେ ୮୦ ବର୍ଷ ବୟସର ଜଣେ ବୃଦ୍ଧାଙ୍କୁ ଏଭଳି ଦୌଡ଼ିବାର ଦେଖି ସେଠାରେ ଥିବା ପିଲାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Last Updated : Feb 3, 2023, 8:34 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.