thumbnail

By

Published : Mar 16, 2022, 4:12 PM IST

Updated : Feb 3, 2023, 8:19 PM IST

ETV Bharat / Videos

Municipal Poll: ଘର ଘର ବୁଲି ପ୍ରଚାର କରୁଛନ୍ତି BJD ପ୍ରାର୍ଥୀ

ବ୍ରହ୍ମପୁର: ବ୍ରହ୍ମପୁର ସହରର ମୁଖ୍ୟ ବ୍ୟବସାୟିକ ଅଞ୍ଚଳର ସମସ୍ୟାର ସମାଧାନ କରିବା ମୋର ମୁଖ୍ୟ ଲକ୍ଷ୍ୟ । ଏଭଳି ନିଜ ନିର୍ବାଚନ ପ୍ରଚାରରେ ବାର୍ତ୍ତା ରଖି ପ୍ରଚାର କରୁଛନ୍ତି ବ୍ରହ୍ମପୁର ମହାନଗର ନିଗମ ୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଟି. କିଶୋର ପାତ୍ର । ସହରର ପ୍ରମୁଖ ବ୍ୟବସାୟିକ ଅଞ୍ଚଳ କୁହାଯାଉଥିବା ବଡବଜାର, ସାନବଜାର ଭଳି ପ୍ରମୁଖ ଅଞ୍ଚଳ ଏହି ୱାର୍ଡରେ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀଙ୍କ ସହିତ ରହି ଆସିଥିବା ଟି.କିଶୋର ପାତ୍ର ନିଜର ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ଜାରି ରଖିଛନ୍ତି ନିଜର ନିର୍ବାଚନ ପ୍ରଚାର । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.