ପୂର୍ବତନ ବିଧାୟକଙ୍କ ଉପରେ ବର୍ତ୍ତମାନ ବିଧାୟକଙ୍କ ଦବଙ୍ଗଗିରି, ଭିଡିଓ ଭାଇରାଲ

By

Published : Feb 11, 2022, 11:14 AM IST

Updated : Feb 3, 2023, 8:11 PM IST

thumbnail
ବାଲେଶ୍ବର: ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନ ବିଧାୟକଙ୍କ ନାଲିଆଖି । ବାଲେଶ୍ବର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଦବଙ୍ଗଗିରି ଏବେ ଭାଇରାଲ ହେବାରେ ଲାଗିଛି । ନିର୍ବାଚନ ପାଇଁ ପ୍ରଚାରକୁ ଆସିଥିବାବେଳେ ତାଙ୍କୁ ବାଟରେ ସରକାରୀ ଯୋଜନା ଠିକ କାର୍ଯ୍ୟକାରୀ ନ ହୋଇ ଫେରିଯିବାର କାରଣ ପଚାରିଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ । ଆଉ ଏତିକି କଥାରେ ରାଗ ଗରଗର ହୋଇଯାଇଥିଲେ ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡା । ସୁରେନ୍ଦ୍ର ପରମାଣିକଙ୍କୁ ଗାଳି ଦେବା ସହିତ ତାଙ୍କ ଲୋକମାନେ ତାଙ୍କୁ ପେଲାଠେଲା କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.