ଜନାଦେଶକୁ ସ୍ବୀକାର କରୁଛୁ: ବିଧାୟକ ମୋହନ ମାଝୀ

By

Published : Mar 27, 2022, 7:01 AM IST

Updated : Feb 3, 2023, 8:21 PM IST

thumbnail
ଭୁବନେଶ୍ବର: ପରାଜୟକୁ ସ୍ବୀକାର କରୁଛି ଏହା ଆମ ପାଇଁ ଶିକ୍ଷଣୀୟ । ପଞ୍ଚାୟତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଭୋଟରଙ୍କ ଭରସା ଜିତିବାରେ କେଉଁଠି ନା କେଉଁଠି ପଛୁଆ ରହିଯାଇଛୁ । ଗଣତନ୍ତ୍ରରେ ଜନାଦେଶ ସର୍ବୋପରି । ଆଗକୁ ଭଲ କରିବ ଦଳ ବୋଲି କହିଛନ୍ତି ବିଧାୟକ ମୋହନ ମାଝୀ । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.