ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’ - saroj reaction on pari issue

🎬 Watch Now: Feature Video

thumbnail

By

Published : Jan 4, 2021, 7:39 PM IST

ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କ ବଡ଼ ବୟାନ l ' ନା ମୁଁ କିଛି ଜାଣିନି l ମୁଁ ନିର୍ଦ୍ଦୋଷ l ଏସଆଇଟି ମୋତେ ବାଡେଇଛି ସାର l ମୁଁ ନିର୍ଦ୍ଦୋଷ, ମତେ ଫସାଯାଇଛି l ମୁଁ କିଛି ଜାଣିନି 'ବୋଲି ବଡ଼ ପାଟିରେ କହିଲା ସରୋଜ l 14 ଦିନରେ ଆଜି ନୟାଗଡ଼ ପୋକସୋ କୋର୍ଟରେ ହାଜର ହୋଇଥିଲା ସରୋଜ l ଏହି ସମୟରେ ସରୋଜ ଏଭଳି କିଛି କହିଛି l

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.