ଅନଲାଇନ ଆପ ଟିଣ୍ଡରରେ ଚାଟିଂ, ଫସିଲେ ବ୍ୟାଙ୍କ ମ୍ୟାନେଜର ଓ ଅଧ୍ୟାପିକା

🎬 Watch Now: Feature Video

thumbnail
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଅନଲାଇନ ଡେଟିଂ ଆପରେ ଡେଟ କରି ଫସିଲେ ଆଧ୍ୟାପିକା। ଡେଟ କରି ନିଜ ସହଯୋଗୀଙ୍କ ଜରିଆରେ ବ୍ଲାକ ମେଲ କରୁଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଡେଟିଂ ପରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲ କରୁଥିବା ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ପାଲଟା ଅଭିଯୋଗ । ଏନେଇ କମିସନରେଟ ପୋଲିସ ଥାନାରେ ଉଭୟ ଅଧ୍ୟାପିକା ଓ ବ୍ୟାଙ୍କ ମ୍ୟାନେଜର ଅଟକ ଅଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.