ମିଳିଲା ‘ସ୍ବାତୀ’ ମୃତଦେହ; ପୋଲିସ ଉପରେ ବର୍ଷିଲେ ମୃତ ଶିଶୁ ବାପା, ଆଣିଲେ ସଙ୍ଗୀନ ଅଭିଯୋଗ - swati missing case
🎬 Watch Now: Feature Video

ନୟାଗଡ଼: ଜିଲ୍ଲାର ବଧିପାଟଣା ଗ୍ରାମର ନିଖୋଜ 3 ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହକୁ ଉଦ୍ଧାର ହୋଇଛି । ବଧିପାଟଣା ଗ୍ରାମ ନିକଟସ୍ଥ ପୋଖରୀରୁ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଗ୍ରାମର ଲୋକ ମୃତ୍ୟୁ ଘଟଣାରେ ସାମିଲ ରହିଥିବା ସ୍ବାତୀର ପିତା ଅଭିଯୋଗ ଆଣିଛନ୍ତି ।