ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି - ଅନଲାଇନ ଦଲାଲ
🎬 Watch Now: Feature Video

ଭୁବନେଶ୍ବର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରଟିଓ ଅଫିସରେ ଦଲାଲମୁକ୍ତ ହେବା ପରେ ମାତିଛନ୍ତି ସାଇବର ଲୁଟେରା। ଫଳରେ ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକେ।