ଶିଶୁକନ୍ୟା ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ - child
🎬 Watch Now: Feature Video
ଚିକିତ୍ସା ଅବହେଳାରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟପଟେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ଚିକିତ୍ସାଳୟରେ ଧାରଣାରେ ବସି ରହିଛନ୍ତି।