ଦୁର୍ବ୍ୟବହାର କରିଥିବା କଣ୍ଡକ୍ଟରକୁ ଉଠବସ କରାଇଲେ ମହିଳା - ମହିଳାଙ୍କୁ ଦୁର୍ବ୍ୟବହାର କଲା ବସ କଣ୍ଡକ୍ଟର
🎬 Watch Now: Feature Video
ଅନୁଗୋଳ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ବସ କଣ୍ଡକ୍ଟରଙ୍କୁ ମହଙ୍ଗା ପଡିଲା । ସର୍ବ ସମ୍ମୁଖରେ ଉଠ ବସ କରାଇଲେ ମହିଳା । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମହାତ୍ମା ଗାନ୍ଧୀ ବସଷ୍ଟାଣ୍ଡରେ ।