thumbnail

ବିପୁଳ ପରିମାଣର ଟଙ୍କା ଓ ସୁନା ବିସ୍କୁଟ ଜବତ

By

Published : Sep 20, 2019, 7:53 PM IST

ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଅଭିନବ ଉପାୟରେ ଲୁଟୁଥିଲେ ଟଙ୍କା। ଡବଲ ଟଙ୍କାର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ଟଙ୍କା। ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ପ୍ରଭାତ ସାହୁ ଗିରଫ ପରେ ଜବତ ହୋଇଛି ପୁଳା ପୁଳା ଟଙ୍କା ଓ ବିପୁଳ ପରିମାଣର ସୁନା ବିସ୍କୁଟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.