ଆଇନ ମନ୍ତ୍ରୀ ନୁହେଁ କ୍ରାଇମ ମନ୍ତ୍ରୀ: ବିଜେପି - ବିଜେପିର ବିକ୍ଷୋଭ

🎬 Watch Now: Feature Video

thumbnail

By

Published : Jan 4, 2021, 6:05 PM IST

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ବିଜେପିର ଜୋରଦାର ବିକ୍ଷୋଭ । ଉଭୟ ନେତା କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳ ହତ୍ୟାର ସଠିକ୍‌ ତଦନ୍ତ କରି ଶୀଘ୍ର ନ୍ୟାୟ ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ। କଟକର ପ୍ରମୁଖ ଛକରେ ବିଜେପି ଚିତ୍କାର କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.