ଆମେରିକୀୟ ସିଙ୍ଗରଙ୍କ କଣ୍ଠରେ ‘ଓମ ଜଗ ଜୟଦିଶ’, ଦେଖନ୍ତୁ ଭିଡିଓ - ଓମ ଜଗ ଜୟଦିଶ ଶ୍ରୀହରି
🎬 Watch Now: Feature Video
ୱାଶିଂଟନ: ଆମେରିକୀୟ ସିଙ୍ଗରଙ୍କ କଣ୍ଠରେ ଭାରତୀୟ ଭଜନ । ଓମ ଜଗ ଜୟଦିଶ ଶ୍ରୀହରି ଗୀତ ଗାଇ ଭାରତୀୟଙ୍କ ମନ କିଣିଲେ ଆଫ୍ରିକା-ଆମେରିକୀୟ ସିଙ୍ଗର ମେରି ମିଲବନ । ଆଲୋକର ପର୍ବ ଦୀପାବଳିରେ ଭାରତୀୟ ପୋଷାକ ପରିଧାନ କରି ଗୀତ ଗାଇ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।