75ତମ ଜନ୍ମଦିନରେ ପୁଅ ସହ ବିମାନରୁ ଡେଇଁଲେ ବାପା - ବାପାଙ୍କୁ ସ୍କାଇଡାଇଭିଙ୍ଗରେ ନେଲେ ପୁଅ

🎬 Watch Now: Feature Video

thumbnail

By

Published : Jul 4, 2021, 7:36 PM IST

ୱାସିଂଟନ: ବାପାଙ୍କ 75 ତମ ଜନ୍ମବାର୍ଷିକୀରେ ପୁଅର ନିଆରା ଗିଫ୍ଟ । ଜନ୍ମଦିନ ଅବସରରେ ବାପାଙ୍କୁ ନିଜ ସହ 13 ହଜାର ଫୁଟ୍ ଉଚ୍ଚରୁ ସ୍କାଏଡାଇଭିଂ କରାଇଲେ ଯୁବକ । ମହାରାଷ୍ଟ୍ର ଅମରବାତୀର ଅନିରୁଦ୍ଧ ପଭାଡେ, ଯିଏକି କାର୍ଲିଫର୍ଣ୍ଣିଆରେ ରୁହନ୍ତି ସେ ନିଜ ବାପାଙ୍କୁ ଏଭଳି ଜନ୍ମଦିନ ଉପହାର ଦେଇଛନ୍ତି । କୋଭିଡ ଦ୍ବିତୀୟ ଲହର କାଳରେ ଅନିରୁଦ୍ଧ ନିଜ ବାପାଙ୍କୁ ସ୍କାଏଡାଇଭିଂ କରାଇ ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.