ଋଷର 160ଟି ଜ୍ବାଲାମୁଖି ଥିବା ସ୍ଥାନରେ ବୁଲିବାକୁ ଯାଆନ୍ତି ପର୍ଯ୍ୟଟକ

🎬 Watch Now: Feature Video

thumbnail
ଆଗ୍ନେୟଉଦଗୀରଣ ଭୟଙ୍କର ହୋଇଥାଏ। ଋଷର କାମଚତ୍କା ପ୍ରାୟଦ୍ବୀପଠାରେ 160 ଟି ଆଗ୍ନେୟଉଦଗୀରଣ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ଆକର୍ଷୀୟ କେନ୍ଦ୍ରସ୍ଥଳ ପାଲଟିଛି। ଏଥିମଧ୍ୟରୁ 29ଟି ଜ୍ବାଲାମୁଖି ଏବେ ବି ସକ୍ରିୟ ରହିଛି। ତଥାପି ଏଠାରେ ପର୍ଯ୍ୟଟକ ଭ୍ରମଣ ପାଇଁ ଆସନ୍ତି। ଲୋକେ ଥର୍ମଲ ସ୍ପ୍ରିଙ୍ଗର ଆନନ୍ଦ ଉଠାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.