ରାଜନୀତିରୁ ସନ୍ୟାସ ନେବେନି ନିରଞ୍ଜନ, କହିଲେ ଗାନ୍ଧୀଜୀଙ୍କ ଆଦର୍ଶରେ କାମ କରିବି - ରାଜନୀତିରୁ ସନ୍ୟାସ ନେବେ ନାହିଁ ନିରଞ୍ଜନପଟ୍ଟନାୟକ

🎬 Watch Now: Feature Video

thumbnail

By

Published : Feb 15, 2022, 1:08 PM IST

Updated : Feb 3, 2023, 8:12 PM IST

ଭୁବନେଶ୍ବର: ରାଜନୀତିରୁ ସନ୍ୟାସ ନେବା ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ‘ରାଜନୀତିରୁ ମୁଁ ସନ୍ୟାସ ନେବାର ପ୍ରଶ୍ନ ଉଠୁନି । ମୁଁ ଗାନ୍ଧୀଜିଙ୍କ ଦ୍ବାରା ଅନୁପ୍ରାଣିତ । ଶକ୍ତି ଥିଲା ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ଆଦର୍ଶରେ କାର୍ଯ୍ୟ କରିବି । କୌଣସି ପଦପଦବୀରେ ରହିପାରେ ନ ରହିପାରେ । କୌଣସି ନିର୍ବାଚନରେ ପ୍ରତିଯୋଗିତା କରିପାରେ ନ କରିପାରେ । କିନ୍ତୁ ମୁଁ ରାଜନୀତିରେ ରହିବି ’। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Feb 3, 2023, 8:12 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.