Panchayat Poll: ପ୍ରାର୍ଥୀଙ୍କ ଶେଷଦିନ ପ୍ରଚାରରେ ହେଭିୱେଟ ନେତା - ଗଞ୍ଜାମ ନିର୍ବାଚନ ଅପଡେଟ
🎬 Watch Now: Feature Video

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକର ସୁନାପଲ୍ଲୀ ପଞ୍ଚାୟତରେ ପ୍ରାର୍ଥୀଙ୍କ ଶେଷଦିନର ପ୍ରଚାରରେ ହେଭିୱେଟ ନେତା । ଏହି ପଞ୍ଚାୟତରେ ସମିତିସଭ୍ୟା ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ହୋଇଥିବା ବେଳେ ସରପଞ୍ଚ ପଦବୀ ପାଇଁ ଏଠାରେ ସ୍ନେହଲତା ରଥ ପ୍ରାର୍ଥୀ ହୋଇଛନ୍ତି । ସେପଟେ ସ୍ନେହଲତାଙ୍କୁ ସମର୍ଥନ କରି ବହୁ ମହିଳାଙ୍କ ସମେତ ପଞ୍ଚାୟତରେ ବିଭିନ୍ନ ବର୍ଗର ବ୍ୟକ୍ତି ପ୍ରଚାରରେ ସାମିଲ ହୋଇଛନ୍ତି ।
Last Updated : Feb 3, 2023, 8:17 PM IST