Panchayat Poll: ଜୋରଦାର ପ୍ରଚାର କରୁଛନ୍ତି ପ୍ରାର୍ଥୀ - ନିଆଳିରେ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର
🎬 Watch Now: Feature Video

ନିଆଳି: କଟକ ଜିଲ୍ଲାର ନିଆଳି ବ୍ଳକରେ ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବ ନିର୍ବାଚନ । ଗାଁ ଗଣ୍ଡାରେ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ଆଣିବା ପାଇଁ ବିଭିନ୍ନ ପ୍ରକାରର ରଣକୌଶଳ ପ୍ରସ୍ତୁତ କରି ଭୋଟରଙ୍କ ନିକଟତର ହେଉଛନ୍ତି । ନିଆଳି ବ୍ଳକ ନୂଆଗାଁ, ବାହାରଣା ଓ ବିଳାଶୁଣୀ ପଞ୍ଚାୟତରେ କିଭଳି ରହିଛି ନିର୍ବାଚନ ମାହୋଲୋ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ନିଆଳି ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST