thumbnail

By

Published : Mar 23, 2022, 4:47 PM IST

Updated : Feb 3, 2023, 8:20 PM IST

ETV Bharat / Videos

ମଡେଲଙ୍କ ସେବା ନିଶା, ଅସହାୟଙ୍କୁ କଲେ ସାହାଯ୍ୟ

ଅନୁଗୋଳ: ଗ୍ଲାମ୍ମୋନ୍ନ ମିସେସ ଇଣ୍ଡିଆ-୨୦୨୧ ର ଦ୍ଵିତୀୟ ରନର୍ସ ଅପଙ୍କ ସମାଜ ସେବା ମନବୃତ୍ତି । ଅନୁଗୋଳ ଠାରେ ଥିବା ସ୍ୱଧାର ଗୃହର ଅନ୍ତେବାସୀଙ୍କୁ ଭେଟିବା ସହ କଲେ ସାହାଯ୍ୟ । ଅନ୍ତେବାସୀଙ୍କୁ ଲୁଗାପଟା ବିତରଣ କରିବା ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି ଗୋଆରେ ଅନୁଷ୍ଠିତ ଗ୍ଲାମ୍ମୋନ୍ନ ମିସେସ ଇଣ୍ଡିଆ-୨୦୨୧ ର ଦ୍ଵିତୀୟ ରନର୍ସ ଅପ ସାସ୍ବତୀ ପତି । ସାସ୍ବତୀ ଭୁବନେଶ୍ବରରେ ବିବାହ କରିଥିଲେ ମଧ୍ୟ ତାଙ୍କ ଘର ଅନୁଗୋଳରେ । ତାଙ୍କର ସେବା ମନବୃତ୍ତିକୁ ସେ ପ୍ରଥମେ ନିଜ ସହର ଅନୁଗୋଳର ଆରମ୍ଭ କରିଛନ୍ତି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.