BJP-BJD ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ; ଓଡିଶାରେ କଳି, ଦିଲ୍ଲୀରେ କୋଳାକୋଳି

By

Published : Sep 18, 2021, 9:02 PM IST

Updated : Sep 19, 2021, 9:36 AM IST

thumbnail
ଭୁବନେଶ୍ବର: ଦିନେ ଦେଶକୁ ନିରଙ୍କୁଶ ଭାବରେ ଶାସନ କରୁଥିବା କଂଗ୍ରେସ ଦଳ କାହିଁକି ବର୍ତ୍ତମାନ ତାର ପୂର୍ବ ଗୌରବ ଦୋହରାଇପାରୁନାହିଁ । ସାରା ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଥିବାବେଳେ ରାଜ୍ୟର ମଧ୍ୟ କଂଗ୍ରେସ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ରାଜ୍ୟରେ କଂଗ୍ରେସ କ୍ଷମତାରୁ ଯିବାପରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରୁନାହିଁ । ରାଜ୍ୟରେ ଦୁର୍ବଳ ହୋଇଥିବା ଯୁବ କଂଗ୍ରେସ ବର୍ତ୍ତମାନ ବିଭିିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସରକାରଙ୍କ ବିରୋଧରେ ଲଢୁଛି । ସେହିପରି ରାଜ୍ୟରେ ପିସିସି ସଭାପତି ଓ ଯୁବ କଂଗ୍ରେସ ସଭାପତି ମଧ୍ୟରେ ଥିବା ମନମାନୀ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେତେବେଳେ କଂଗ୍ରେସ ଭବନରେ ବିଶୃଙ୍ଖଳା ତ କେତେବେଳେ ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ଟାର୍ଗେଟ ଦେଖାଦେଇଛି । ଏ ତମାମ ପ୍ରସଙ୍ଗରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ସହିତ ଆଲୋଚନ କରିଛନ୍ତି ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)
Last Updated : Sep 19, 2021, 9:36 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.