ଲଗାଣ ବର୍ଷାରେ ବେହାଲ ତେଲେଙ୍ଗାନା, ଜନଜୀବନ ଅସ୍ତବ୍ୟସ୍ତ
🎬 Watch Now: Feature Video
ହାଇଦ୍ରାବାଦ: ଲଗାଣ ବର୍ଷାରେ ବେହାଲ ତେଲେଙ୍ଗାନା । ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନାର ସମଶାବାଦରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଜମି ରହୁଥିବା ଯୋଗୁଁ ହାଇଦ୍ରାବାଦର ନାରାୟଣଗୁଡାରେ ଯାନା ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ ।