ବରଫ ମଝିରେ ୱିଙ୍ଗସୁଟ୍ ଓ ପାରାଗ୍ଲାଇଡ୍ ଫାଇଟ୍, ଦେଖନ୍ତୁ ଭିଡିଓ - ପାରାଗ୍ଲାଇଡ୍ ଫାଇଟ୍
🎬 Watch Now: Feature Video

ଭିଏନା:ୱିଙ୍ଗସୁଟ୍ ଏବଂ ପାରାଗ୍ଲାଇଡ୍ ଫାଇଟ୍ ପାଇଁ ସବୁଠାରୁ କଷ୍ଟକର ସ୍ଥାନ ହେଉଛି ଅଷ୍ଟ୍ରିଆର କିଜବୁହେଲ, ହାଉସବର୍ଗକାଣ୍ଟେ, ମାଉସେଫାଲ୍ ଏବଂ ଷ୍ଟିଲହଙ୍ଗ୍ । ଜାନୁଆରୀ 22ରୁ 24 ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କ୍ରୀଡା । ତେବେ ଏହାପୂର୍ବରୁ ଏହି ଖେଳର କିଛି ଝଲକ ଦେଖାଇଛନ୍ତି ଅଂଶଗ୍ରହଣକାରୀ । ଆପଣ ବି ଦେଖନ୍ତୁ ଭିଡିଓ...